ସିନେମା ଦେଖି ବନିଲେ ଅନ୍ତର୍ଜାତୀୟ ହକି ଖେଳାଳୀ।
ରାଉରକେଲା: ବ୍ୟୁରୋ – ମହାରାଷ୍ଟ୍ର ସତାରା ଜିଲ୍ଲା ର ଭଡ଼ାଲି ଗ୍ରାମରେ ରହନ୍ତି ଲଲାଗେ ପରିବାର। ପରିବାରରେ ୬ ଜଣ ସଦସ୍ୟ। ଏକ ଛୋଟ ଗ୍ରାମରେ ଆଖୁ ଚାଷ କରୁଥିବା ଚାଷୀ ପରିବାର ରୁ ଲଲାଗେ ଆଦିତ୍ୟ ଅର୍ଜୁନ ଙ୍କ ହକି କ୍ୟାରିୟର ଆରମ୍ଭ। ଏହି ହକି ତାଙ୍କୁ ଦେଇଛି ଅନ୍ତର୍ଜାତୀୟ ର ମାନ୍ୟତା।୨୦୧୨ ମସିହାରେ ନିର୍ମିତ ସାହରୁଖ ଖାନ ଙ୍କ ସିନେମା” ଚକ୍ ଦେ ଇଣ୍ଡିଆ’ କୁ ପରିବାର ସହିତ ଦେଖିଥିଲେ ଆଦିତ୍ୟ ଅର୍ଜୁନ ,ଏହି…