ଅକ୍ଟୋବର ୧୩ ର ରୁ ଏଚ ଆଇ ଏଲ୍ ର ନିଲାମୀ ଆରମ୍ଭ।ହର୍ମନ୍ ପ୍ରୀତ ହୋଇ ପାରନ୍ତି ସବୁଠାରୁ ଦାମୀ ଖେଳାଳି।
ରାଉରକେଲା: (ବ୍ୟୁରୋ) ଚଳିତ ମାସ ୧୩ ତାରିଖରୁ ଏଚ ଆଇ ଏଲ୍ ହକି ପ୍ରତିଯୋଗିତା ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଆରମ୍ଭ ଏହି ନିଲାମୀ ୧୩ ରୁ ୧୫ ଅକ୍ଟୋବର ଯାଏ ଚାଲିବ ବୋଲି ହକି ଇଣ୍ଡିଆ ସଭାପତି ସୂଚନା ଦେଇଛନ୍ତି।ପୁରୁଷ ବର୍ଗ ଓ ମହିଳା ବର୍ଗ ହକି ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୨୮ ରୁ ନେଇ ୨୦୨୫ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହକି ଇଣ୍ଡିଆ ଘୋଷଣା କରି ସାରିଛି। ଦୀର୍ଘ…