୩୬ ବର୍ଷ ପରେ ଭାରତରେ ଟେଷ୍ଟ ଜିତିଲା ନିଉଜିଲ୍ୟାଣ୍ଡ।
ବେଙ୍ଗାଲୁରୁ – ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ନିଉଜିଲ୍ୟାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ କ୍ରିକେଟ ଜିତିବାରେ ସଫଳ ହୋଇଛି। ଏହା ନିଉଜିଲ୍ୟାଣ୍ଡ ର ଘରୋଇ ଦଳ ବିପକ୍ଷରେ ତୃତୀୟ ଟେଷ୍ଟ ବିଜୟୀ।ଯୁବ ଅଲ୍ ରାଉଣ୍ଡ ର ରଚିନ ରବୀନ୍ଦ୍ର ଙ୍କ ସାହସିକ ବ୍ୟାଟିଂ (୧୩୪ ଓ ୩୯*) ଦଳକୁ ପ୍ରଥମ ଟେଷ୍ଟ ରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ରଚିନ୍ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏଥି…