Spain’s Men’s and Women’s Teams arrive in Bhubaneswar for FIH Pro League matches

~Captains Iglesias and Jiminez shared their excitement ahead of the FIH Pro League matches in India ~ Bhubaneswar, 10 February 2024: Both the Men’s and Women’s teams of Spain have arrived together at the Biju Patnaik International Airport in Bhubaneswar, Odisha on Monday as they gear up for the FIH Hockey Pro League 2024/25 matches…

Read More

Belgium’s Emily Calderon shares what made Hyderabad Toofans click at HIL, praises local players and the Rourkela crowd for their support

Rourkela: Emily Calderon is one of the most successful analyst the Belgium National Hockey team has got, with the Red Lions having won Olympic Gold medals, World Cup Trophy, European Championships titles with her as part of the team. Having nearly spent a decade with the Belgium team, Emily in December joined the Hyderabad Toofans…

Read More

We are Committed to Nurture Talent at the Grassroots: Sports Minister Shri Suryabanshi Suraj

Bhubaneswar, Jan 22: The CM Trophy Football Championship has started in Odisha to foster holistic sports development and provide a golden opportunity for grassroots talent. The tournament, organized by the Sports and Youth Services Department, Odisha in collaboration with the Football Association of Odisha, aims to nurture young footballers.The championship is for the players under…

Read More

ଜିମ୍ନାଷ୍ଟ ପାଳିଲେ ଶିଶୁ ଦିବସ

ରାଉରକେଲା: ଛେଣ୍ଡ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ନିକଟରେ ଥିବା ଜିମ୍ନାଷ୍ଟିକ ସେଣ୍ଟର୍ ରେ ହେଡ଼ କୋଚ୍ ରମେଶ ବେହେରା ଙ୍କ ନେତୃତ୍ୱରେ ପାଳିତ ହୋଇଛି ଶିଶୁ ଦିବସ। ଅତିଥି ରୂପେ ଜିଲ୍ଲା ଜିମ୍ନାଷ୍ଟିକ୍ ସଂଘ ର ସଭାପତି ଗୋଲକ ମଙ୍ଗରାଜ ଉପସ୍ଥିତ ରହି ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଦେଶପ୍ରେମ ଓ ତାଙ୍କର ଶାନ୍ତ ସ୍ଵଭାବ କିପରି ତାଙ୍କୁ ସଫଳ ତାର ଶୀର୍ଷ ରେ ପହଞ୍ଚାଇଥିଲା ସେ ବିଷୟରେ ଉଦାହରଣ ଦେଇ ଉପସ୍ଥିତ…

Read More

ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ

ଭୁବନେଶ୍ୱର, (୧୪/୧୧):ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ୧୫ଟି କ୍ରୀଡା ବର୍ଗରେ ସର୍ବମୋଟ ୧୨୯ କ୍ରୀଡ଼ାବିତ୍‌ମାନଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…

Read More

ସଦଭାବନା କେନ୍ଦୁଝର ଠାରେ ଏସ୍ଓବି-ଓଡିଶାର ତୃତୀୟ କ୍ରୀଡା କେନ୍ଦ୍ର ଉଦଘାଟିତ

କେନ୍ଦୁଝର 14/11: ସ୍ପେଶାଲ ଅଲିମ୍ପିକ ଭାରତ (ଏସ୍ଓବି)-ଓଡିଶାର ତୃତୀୟ କ୍ରୀଡା କେନ୍ଦ୍ର ଜେଡ୍ ଇଷ୍ଟେଟ ପ୍ରାଇଭେଟ୍ ଲିମିଟେଡ ସହଯୋଗରେ ଓ ଭୁବନେଶ୍ବରସ୍ଥିତ ଓପନ୍ ଲାର୍ଣିଂ ସିଷ୍ଟମସ୍ ସହାୟତାରେ କେନ୍ଦୁଝର ର ସଦଭାବନା ଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ଅତିଥି ଭାବେ ସଦଭାବନା ର ପ୍ରେସିଡେଣ୍ଟ ବିଧୁ ଭୂଷଣ ପଟ୍ଟନାୟକ, ପ୍ରଶିକ୍ଷକ ଦୀପ୍ତି ପ୍ରକାଶ ମହାରଣା ଏବଂ ପୁଷ୍ପାଞ୍ଜଳି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବୌଦ୍ଧିକ ସ୍ତରର ନିଶକ୍ତ ଶିଶୁମାନଙ୍କ ବିଦ୍ୟାଳୟର ମୁଖିଆ…

Read More

ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର  ସମସ୍ତ ଲିଗ ମ୍ୟାଚ୍ ରେ ଆରଏସପି ଗ୍ରୁପ୍ ଚାମ୍ପିଅନ୍

କଟକଠାରେ ଅନୁଷ୍ଠିତ ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର ସମସ୍ତ ଲିଗ୍ ମ୍ୟାଚ୍ ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ଗ୍ରୁପ୍ ଚାମ୍ପିଅନ୍ ହୋଇଛି। ଫାଇନାଲ୍ ଲିଗ୍ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଆରଏସପି ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ୍ ହରାଇ ମୋଟ ୫୩୪ ରନ୍ ସ୍କୋର କରିଥିଲା। ପ୍ରତ୍ୟୁତ୍ତରରେ ନୟାଗଡ଼ ଦଳ ସମସ୍ତ ୱିକେଟ୍ ହରାଇ ମୋଟ ୮୨ ରନ୍ ସଂଗ୍ରହ କରିଥିଲା। ୨୧୬ ର ଏକ ଉଲ୍ଲେଖନୀୟ ନକ୍ ସହିତ…

Read More