ରଣ୍ଜି ଦ୍ୱିତୀୟ ରାଉଣ୍ଡ ଖେଳ ଶୁକ୍ରବାର: ଚାପରେ ଓଡ଼ିଶା ଦଳ
ରାଉରକେଲା: ଗତ ୧୧ ତାରିଖରୁ ଆରମ୍ଭ ହୋଇଛି ରଣଜି ଟ୍ରଫି ୨୦୨୪-୨୫ ସିଜନ୍ କ୍ରିକେଟ୍। ଏଥିରେ ଓଡ଼ିଶା ତାର ପ୍ରଥମ ମ୍ୟାଚ ତ୍ରିପୁରା ସହିତ ଭେଟିବାର ଘୋଷଣା ହୋଇଥିଲା, କିନ୍ତୁ ଏହା ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଏହା ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଆସନ୍ତା ୧୮ ତାରିଖରୁ କଟକର ବାରବାଟୀ ଷ୍ଟାଡିୟମ୍ରେ ରେ ଆରମ୍ବ ହେବାକୁ ଯାଉଛି ଏହି ସିଜିନର ଦ୍ୱିତୀୟ ରାଉଣ୍ଡ ବା ଦ୍ୱିତୀୟ ପର୍ଯ୍ୟାୟ। ତ୍ରିପୁରା ବିପକ୍ଷ ମ୍ୟାଚ୍…