ନିଉଜିଲ୍ୟାଣ୍ଡ ଟି – ୨୦ ମହିଳା ବିଶ୍ୱକପ ଚମ୍ପିୟାନ
ଦୁବାଇ – (ଏଜେନ୍ସି) ନିଉଜିଲ୍ୟାଣ୍ଡ ପ୍ରଥମ ଥର ମହିଳା ଟି – ୨୦ ବିଶ୍ଵକପ କ୍ରିକେଟ ଚମ୍ପିୟାନ ହୋଇଛି। ଫାଇନାଲରେ ଦଳ ୩୨ ରନରେ ଦକ୍ଷିଣ ଆଫ୍ରିକା କୁ ପରାସ୍ତ କରିଥିଲା। କ୍ରମାନୟରେ ଦ୍ୱିତୀୟ ଥର ଦ. ଆଫ୍ରିକା ଟାଇଟଲ ରୁ ବଞ୍ଚିତ ହୋଇଛି।ପୂର୍ବ ସଂସ୍କରଣରେ ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା।ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲା ନିଉଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ…