୧୫ ଅକ୍ଟୋବର ରେ ଏଚ ଆଇ ଏଲ ମହିଳା ଖେଳାଳି ଙ୍କ ର ନିଲାମୀ।
ରାଉରକେଲା (ବ୍ୟୁରୋ)- ପ୍ରଥମ ଥର ପାଇଁ ଏଚ ଆଇ ଏଲ ମହିଳା ହକି ଝାଡଖଣ୍ଡ ର ରାଞ୍ଚି ସହରରେ ହେବାକୁ ଯାଉଛି , ଯେଉଁଥି ପାଇଁ ୧୫ ଅକ୍ଟୋବର ରେ ମହିଳା ହକି ଖେଳାଳୀ ଙ୍କ ନିଲାମୀ ହେବ । ପୁରୁଷ ଙ୍କ ଭଳି ପ୍ରତ୍ୟେକ ମହିଳା ହକି ଦଳରେ ରହିବେ ୨୪ ଖେଳାଳୀ, ୮ ବିଦେଶୀ ଖେଳାଳୀ ସାଙ୍ଗକୁ ୪ ଜୁନିୟର ଖେଳାଳୀ ରହିବେ । ପୁରୁଷ ରେ ଭାରତୀୟ ଦଳର ଅଧିନାୟକ ହର୍ମନ୍ ପ୍ରୀତ…