
ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର ସମସ୍ତ ଲିଗ ମ୍ୟାଚ୍ ରେ ଆରଏସପି ଗ୍ରୁପ୍ ଚାମ୍ପିଅନ୍
କଟକଠାରେ ଅନୁଷ୍ଠିତ ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର ସମସ୍ତ ଲିଗ୍ ମ୍ୟାଚ୍ ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ଗ୍ରୁପ୍ ଚାମ୍ପିଅନ୍ ହୋଇଛି। ଫାଇନାଲ୍ ଲିଗ୍ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଆରଏସପି ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ୍ ହରାଇ ମୋଟ ୫୩୪ ରନ୍ ସ୍କୋର କରିଥିଲା। ପ୍ରତ୍ୟୁତ୍ତରରେ ନୟାଗଡ଼ ଦଳ ସମସ୍ତ ୱିକେଟ୍ ହରାଇ ମୋଟ ୮୨ ରନ୍ ସଂଗ୍ରହ କରିଥିଲା। ୨୧୬ ର ଏକ ଉଲ୍ଲେଖନୀୟ ନକ୍ ସହିତ…