
ଭାରତୀୟ ମହିଳା ଲିଗ୍ରୁ ସ୍ପୋର୍ଟସ ଓଡ଼ିଶା ବାଦ : ପଦାରେ ପଡ଼ିଲା ସରକାରୀ ବ୍ୟବସ୍ଥାର ଅପାରଗତା
ରାଉରକେଲା (ବ୍ୟୁରୋ) ଭାରତୀୟ ମହିଳା ଲିଗ୍ରୁ ବା ଆଇ ଡବ୍ଲୁ ଏଲ ଆଗାମୀ ୨୦୨୫ ସିଜିନ ରେ ଖେଳିବ ନାହିଁ ସ୍ପୋର୍ଟସ ଓଡ଼ିଶା। ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ କରିପାରି ନଥିବାରୁ ଭାରତର ଏକମାତ୍ର ପେଶାଦାର ମହିଳା ଫୁଟବଲ ଲିଗ୍ ଖେଳିବାରୁ ବଞ୍ଚିତ ହୋଇଛି ସ୍ପୋର୍ଟସ ଓଡ଼ିଶା । ସ୍ପୋର୍ଟସ ଓଡ଼ିଶା ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ଫୁଟ୍ବଲ୍ ଖେଳାଳୀଙ୍କ ଦଳ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଫୁଟବଲ୍ କୁ ଭଲ ପାଉଥିବା ଅନେକ ସମୟରେ କହୁଛନ୍ତି।…