କଳିଙ୍ଗ ଲାନ୍ସର ୬-୦ ରେ ଏକ ତରଫା ବିଜୟ।

ରାଉରକେଲା: ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୧୪ ତମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା । ଖେଳ ଆରମ୍ଭରୁ ଲାନସର୍ସ ଦଳ ଘନ ଘନ ଆକ୍ରମଣ ଜାରି ରଖି ନିଜର ଖେଳ ଆରମ୍ୱ କରିଥିଲେ। ଖେଳ ଆରମ୍ବର୍ ୨ ମିନିଟ୍ ସମୟରେ ଲାନସର୍ସ ର ଥିଏରୀ ବ୍ରିଙ୍କମ୍ୟାନ ଙ୍କ ଚମତ୍କାର ଫିଲ୍ଡ ଗୋଲ ଲାନସର୍ସ କୁ ଅଗ୍ରଣୀ କରାଇବା ସହିତ ଦଳର ମନୋବଳ…

Read More