ହିରୋ ହକି ଇଣ୍ଡିଆ ଲିଗ୍ର ଦ୍ବିତୀୟ ଖେଳରେ ବେଙ୍ଗଲ ଟାଇଗର ବିଜୟୀ
ରାଉରକେଲା ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳା ଯାଇଥିଲା । ଖେଳ ଆରମ୍ବରୁ ବେଙ୍ଗଲ ଦଳ ହାଇଦ୍ରାବାଦ ଉପରେ ଚାପ୍ ସୃଷ୍ଟି କରି ସଫଳ ହେବା ସହିତ ୮ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦ୍ଵାରା ବେଙ୍ଗଲ ଟାଇଗର୍ସର ଜୁଗରାଜ ସିଂ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସକୁ ଅଗ୍ରଣୀ କରାଇଥିଲା । ସ୍ଖେହ୍ରିଭଳି ଖେଳର ୨୧…
